ଭୁବନେଶ୍ୱର (ଅନୁସନ୍ଧାନ ବ୍ୟୁରୋ); ଗ୍ୟାସ ଲିକ ହୋଇ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ରାଜଧାନୀ ସିଆରପି ଛକ ଛକ ନିକଟରେ ଥିବା ମୁଣ୍ଡାସାହି ବସ୍ତିରେ ଘଟିଛି ଏଭଳି ଅଗ୍ନିକାଣ୍ଡ । ୬ଜଣ ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଗୁରୁତର ଦ୍ୱୟଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଭୟର ବାତା ବରଣ ।


You must be logged in to post a comment.